ବିଶ୍ୱ ଭିନ୍ନକ୍ଷମ ଦିବସ‌‌ ଅବସରରେ ପ୍ରଦର୍ଶନୀ: ଗୀତ, ନାଚରେ ମଜିଲେ

ଭୁବନେଶ୍ୱର: ବିଶ୍ୱ ଭିନ୍ନକ୍ଷମ ଦିବସ ଅବସରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ତିନିଦିନିଆ ଏକ କାର୍ଯ୍ୟକ୍ରମ ଆଜି ଆଦିବାସୀ ପଡ଼ିଆଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ଏକ ପ୍ରଦର୍ଶନୀକୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବେ ‌ଯୋଗ ଦେଇ ଉଦ୍‌ଘାଟନ କରିଥିଲେ। ପ୍ରଦର୍ଶନୀ ସହ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ଏକ ମଞ୍ଚ ଯୋଗାଇ ଦେବା ଉଦ୍ଦେଶ୍ୟରେ … Continue reading ବିଶ୍ୱ ଭିନ୍ନକ୍ଷମ ଦିବସ‌‌ ଅବସରରେ ପ୍ରଦର୍ଶନୀ: ଗୀତ, ନାଚରେ ମଜିଲେ